ହନୁମାନ ଚାଳିଶା ॥ ଜୟ ବଜରଙ୍ଗବଲୀ ॥
॥ ଦୋହା ॥ ଶ୍ରୀଗୁରୁ ଚରଣ ସରୋଜ ରଜ, ନିଜ ମନୁ ମୁକୁରୁ ସୁଧାରି । ବରନଉଁ ରଘୁବର ବିମଲ ଯଶ, ଯୋ ଦାୟକୁ ଫଲଚାରି ॥ ବୁଦ୍ଧିହୀନ ତନୁ ଜାନିକେ, ସୁମିରୌ ପବନ-କୁମାର । ବଲ ବୁଦ୍ଧି ବିଦ୍ୟା ଦେହୁ ମୋହି, ହରହୁ କଲେଶ ବିକାର ॥ ॥ ଚୌପାଈ ॥ ଜୟ ହନୁମାନ ଜ୍ଞାନ ଗୁନ ସାଗର । ଜୟ କପୀଶ ତିହୁଁ ଲୋକ ଉଜାଗର ॥ ୧ ॥ ରାମଦୂତ ଅତୁଲିତ ବଲ ଧାମା । ଅଞ୍ଜନି-ପୁତ୍ର ପବନସୁତ ନାମା ॥ ୨ ॥ ମହାବୀର ବିକ୍ରମ ବଜରଙ୍ଗୀ । କୁମତି ନିବାର ସୁମତି କେ ସଙ୍ଗୀ ॥ ୩ ॥ କଞ୍ଚନ ବରନ ବିରାଜ ସୁବେଶା । କାନନ କୁଣ୍ଡଲ କୁଞ୍ଚିତ କେଶା ॥ ୪ ॥ ହାଥ ବଜ୍ର ଓ ଧ୍ଵଜା ବିରାଜୈ । କାନ୍ଧେ ମୂଞ୍ଜ ଜନେଊ ସାଜୈ ॥ ୫ ॥ ଶଙ୍କର ସୁବନ କେଶରୀନନ୍ଦନ । ତେଜ ପ୍ରତାପ ମହା ଜଗ ବନ୍ଦନ ॥ ୬ ॥ ବିଦ୍ୟାବାନ ଗୁନୀ ଅତି ଚାତୁର । ରାମ କାଜ କରିବେ କୋ ଆତୁର ॥ ୭ ॥ ପ୍ରଭୁ ଚରିତ୍ର ସୁନିବେ କୋ ରସିୟା । ରାମ ଲଖନ ସୀତା ମନ ବସିୟା ॥ ୮ ॥ ସୂକ୍ଷ୍ମ ରୂପ ଧରି ସିୟହିଁ ଦିଖାଵା । ବିକଟ ରୂପ ଧରି ଲଙ୍କ ଜଲାଵା ॥ ୯ ॥ ଭୀମ ରୂପ ଧରି ଅସୁର ସଂହାରେ । ରାମଚନ୍ଦ୍ର କେ କାଜ ସଂଵାରେ ॥ ୧୦ ॥ ଲାୟ ସଜୀଵନ ଲଖନ ଜିୟାୟେ । ଶ୍ରୀରଘୁବୀର ହରଷି ଉର ଲାୟେ ॥ ୧୧ ॥ ରଘୁପତି କୀନ୍ହୀ ବହୁତ ବଡ଼ାଈ । ତୁମ ମମ ପ୍ରିୟ ଭରତହି ସମ ଭାଈ ॥ ୧୨ ॥ ସହସ ବଦନ ତୁମ୍ହରୋ ଯଶ ଗାଵୈଁ । ଅସ କହି ଶ୍ରୀପତି କଣ୍ଠ ଲଗାଵୈଁ ॥ ୧୩ ॥ ସନକାଦିକ ବ୍ରହ୍ମାଦି ମୁନୀଶା । ନାରଦ ଶାରଦ ସହିତ ଅହୀଶା ॥ ୧୪ ॥ ଯମ କୁବେର ଦିଗପାଲ ଜହାଁ ତେ । କବି କୋବିଦ କହି ସକେ କହାଁ ତେ ॥ ୧୫ ॥ ତୁମ ଉପକାର ସୁଗ୍ରୀଵହିଁ କୀନ୍ହା । ରାମ ମିଲାୟ ରାଜ ପଦ ଦୀନ୍ହା ॥ ୧୬ ॥ ତୁମ୍ହରୋ ମନ୍ତ୍ର ବିଭୀଷନ ମାନା । ଲଙ୍କେଶ୍ଵର ଭଏ ସବ ଜଗ ଜାନା ॥ ୧୭ ॥ ଯୁଗ ସହସ୍ର ଯୋଜନ ପର ଭାନୂ । ଲୀଲ୍ୟୋ ତାହି ମଧୁର ଫଲ ଜାନୂ ॥ ୧୮ ॥ ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀଁ । ଜଲଧି ଲାଁଘି ଗୟେ ଅଚରଜ ନାହୀଁ ॥ ୧୯ ॥ ଦୁର୍ଗମ କାଜ ଜଗତ କେ ଜେତେ । ସୁଗମ ଅନୁଗ୍ରହ ତୁମ୍ହରେ ତେତେ ॥ ୨୦ ॥ ରାମ ଦୁଆରେ ତୁମ ରଖଵାରେ । ହୋତ ନ ଆଜ୍ଞା ବିନୁ ପୈସାରେ ॥ ୨୧ ॥ ସବ ସୁଖ ଲହୈ ତୁମ୍ହାରୀ ଶରନା । ତୁମ ରଚ୍ଛକ କାହୂ କୋ ଡର ନା ॥ ୨୨ ॥ ଆପନ ତେଜ ସମ୍ହାରୋ ଆପୈ । ତୀନୋଁ ଲୋକ ହାଙ୍କ ତେ କାଁପୈ ॥ ୨୩ ॥ ଭୂତ ପିଶାଚ ନିକଟ ନହିଁ ଆଵୈ । ମହାବୀର ଜବ ନାମ ସୁନାଵୈ ॥ ୨୪ ॥ ନାଶୈ ରୋଗ ହରୈ ସବ ପୀଡ଼ା । ଜପତ ନିରନ୍ତର ହନୁମତ ବୀରା ॥ ୨5 ॥ ସଙ୍କଟ ତେ ହନୁମାନ ଛୁଡ଼ାଵୈ । ମନ କ୍ରମ ବଚନ ଧ୍ୟାନ ଯୋ ଲାଵୈ ॥ ୨୬ ॥ ସବ ପର ରାମ ତପସ୍ଵୀ ରାଜା । ତିନ କେ କାଜ ସକଲ ତୁମ ସାଜା ॥ ୨୭ ॥ ଓର ମନୋରଥ ଜୋ କୋଈ ଲାଵୈ । ସୋଈ ଅମିତ ଜୀବନ ଫଲ ପାଵୈ ॥ ୨୮ ॥ ଚାରୋଁ ଯୁଗ ପରତାପ ତୁମ୍ହାରା । ହୈ ପ୍ରସିଦ୍ଧ ଜଗତ ଉଜିୟାରା ॥ ୨୯ ॥ ସାଧୁ ସନ୍ତ କେ ତୁମ ରଖଵାରେ । ଅସୁର ନିକନ୍ଦନ ରାମ ଦୁଲାରେ ॥ ୩୦ ॥ ଅଷ୍ଟ ସିଦ୍ଧି ନଵ ନିଧି କେ ଦାତା । ଅସ ବର ଦୀନ୍ହ ଜାନକୀ ମାତା ॥ ୩୧ ॥ ରାମ ରସାୟନ ତୁମ୍ହରେ ପାସା । ସଦା ରହୋ ରଘୁପତି କେ ଦାସା ॥ ୩୨ ॥ ତୁମ୍ହରେ ଭଜନ ରାମ କୋ ପାଵୈ । ଜନ୍ମ ଜନ୍ମ କେ ଦୁଖ ବିସରାଵୈ ॥ ୩୩ ॥ ଅନ୍ତ କାଲ ରଘୁବର ପୁର ଜାଈ । ଜହାଁ ଜନ୍ମ ହରି-ଭକ୍ତ କହାଈ ॥ ୩୪ ॥ ଓର ଦେଵତା ଚିତ୍ତ ନ ଧରଈ । ହନୁମତ ସେଈ ସର୍ବ ସୁଖ କରଈ ॥ ୩୫ ॥ ସଙ୍କଟ କଟୈ ମିଟୈ ସବ ପୀଡ଼ା । ଜୋ ସୁମିରୈ ହନୁମତ ବଲବୀରା ॥ ୩୬ ॥ ଜୟ ଜୟ ଜୟ ହନୁମାନ ଗୋସାଈଁ । କୃପା କରହୁ ଗୁରୁଦେଵ କୀ ନାଈଁ ॥ ୩୭ ॥ ଯୋ ଶତ ବାର ପାଠ କର କୋଈ । ଛୂଟହି ବନ୍ଦି ମହା ସୁଖ ହୋଈ ॥ ୩୮ ॥ ଜୋ ୟହ ପଢ଼ୈ ହନୁମାନ ଚାଳିଶା । ହୋୟ ସିଦ୍ଧି ସାଖୀ ଗୌରୀଶା ॥ ୩୯ ॥ ତୁଲସୀଦାସ ସଦା ହରି ଚେରା । କୀଜୈ ନାଥ ହୃଦୟ ମହଁ ଡେରା ॥ ୪୦ ॥ ॥ ଦୋହା ॥ ପବନତନୟ ସଙ୍କଟ ହରନ, ମଙ୍ଗଲ ମୂରତି ରୂପ । ରାମ ଲଖନ ସୀତା ସହିତ, ହୃଦୟ ବସହୁ ସୁର ଭୂପ ॥ ॥ ଜୟ ଶ୍ରୀ ରାମ ॥
Sacred Circle Authentication
This seeker's full heart and comments are folded for public safety. Please sign in to read the complete post, see all hugs of support, and write comments.
Sign In to UnlockComments1
May the vibrations of this powerful prayer bring deep peace and strength to your heart. May your spirit be uplifted and comforted by these divine words.